ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ସ୍ମୃତି ଦିବସ

ବ୍ରହ୍ମପୁର,୨୯।୪(ପରାମର୍ଶ ନ୍ଯୁଜ)-ଚଳିତବର୍ଷ ଯେଭଳି ଭାବରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଓ ଉତ୍ତାପ ଅନୁଭୂତ ହେଉଛି, ଶ୍ରମିକମାନଙ୍କ ପାଇଁ ତାହା ଅତ୍ୟନ୍ତ ଘାତକ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ କୋଠାବାଡି ଓ ବିଭିନ୍ନ ନିର୍ମାଣ କ୍ଷେତ୍ରରେ କାର୍ଯ୍ୟକରୁଥିବା ଶ୍ରମିକମାନଙ୍କର ସ୍ଵାର୍ଥ

Paramarsha: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ ସମାରୋହ ବ୍ରହ୍ମପୁର ମହାନଗରରେ ଥିବା ପ୍ରସିଦ୍ଧ ଗାୟତ୍ରୀ କ୍ଲ୍ଲନିକ ର ବରିଷ୍ଠସ୍ରୀ ଓ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ଡାକ୍ତର ପାର୍ଥସାରଥୀ ତ୍ରିପାଠୀଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ

ଗୁରୁତର ଆହତ ଥିବା ବିଜେପି କର୍ମୀଙ୍କୁ ବଡ଼ ମେଡ଼ିକାଲରେ ଭେଟିଲେ ମନ୍ତ୍ରୀ ବିଭୂତି

ବ୍ରହ୍ମପୁର,୯।୨(ପରାମର୍ଶ ନ୍ଯୁଜ)-ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ଠାରେ ପାଞ୍ଚ ଜଣଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ ଘଟଣାରେ ଆହତ ତିନି ବିଜେପି କର୍ମୀଙ୍କ ସମେତ ଅନ୍ୟ ଦୁଇ ଜଣ ଆହତଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭେଟିଲେ ଓଡ଼ିଶା ସରକାରଙ୍କ ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ

ଖେଲୋ ଇଣ୍ଡିଆ ପେନଚକ ସିଲଟରେ ଗଞ୍ଜାମର ସଫଳତା

ବ୍ରହ୍ମପୁର, ୩।୨(ପରାମର୍ଶ ନ୍ଯୁଜ)-ପୂର୍ବ ଭାରତର ଛତିଶଗଡ଼ ରାଜ୍ୟର ବିଲାସପୁର ସହର (ଷ୍ଟାଡିୟମ୍ ନାମ) ଠାରେ ପ୍ରଥମ ଇଷ୍ଟ ଜୋନ୍ ଅସ୍ମିତ୍ ଖେଲୋ ଇଣ୍ଡିଆ ପେନଚକ ସିଲଟ ଅନୁଷ୍ଠିତ ହୋଇଯାଇଅଛି। ଜାନୁଆରୀ ୩୧ ରୁ ଫେବୃଆରୀ ୨ ତାରିଖ ପର୍ଯ୍ୟନ୍ତ ୩ ଦିନ ଧରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ବ୍ରହ୍ମପୁର ମହାନଗର ନିଗମକୁ ଭାଙ୍ଗିବା ସମୟ ଆସିଯାଇଛି

ବ୍ରହ୍ମପୁର,୩୦।୧(ପରାମର୍ଶ ନ୍ଯୁଜ)-୨୦୨୨ ମସିହାରେ ନୂଆଁ ନିର୍ବାଚିତ ପ୍ରତିନଧିମାନଙ୍କୁ ନେଇ ବ୍ରହ୍ମପୁର ମହାନଗର ନିଗମ ଗଠନ ହୋଇଥିଲା । ଆଶା ଥିଲା ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ନୂଆଁ ପରିଷଦ ସହାୟକ ହେବ । ଇତି ମଧ୍ୟରେ କାଉନସିଲ ଗଠନ ହେବାର ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ

ଉପଖଣ୍ଡ ସ୍ତରୀୟ ୭୬ ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ବ୍ରହ୍ମପୁର,୨୬।୧(ପରାମର୍ଶ ନ୍ଯୁଜ)- ୭୬ତମ ସାଧାରଣତନ୍ତ୍ର ଦିବସରେ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟର ପଡିଆ ଠାରେ ଗଞ୍ଜାମ ଜିଲ୍ଳାର ଅତିରିକ୍ତ ଜିଲ୍ଲାପାଳ , ଡକ୍ଟର ପ୍ରମୋଦ କୁମାର ପୃଷ୍ଟି, ଯୋଗଦେଇ ସ୍ବାଭିମାନର ପ୍ରତୀକ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ

ବିଧାୟକ ହାତ ପାଣ୍ଠି ଉନ୍ନୟନ କାର୍ଯ୍ଯ ମନ୍ଥର, ବିଏମସି ଯନ୍ତ୍ରୀଙ୍କୁ ତାଗିଦ୍

ବ୍ରହ୍ମପୁର,୨୩।୧(ପରାମର୍ଶ ନ୍ଯୁଜ)-ବ୍ରହ୍ମପୁର ମହାନଗର ନିଗମ ଅନ୍ତର୍ଗତ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ସମୀକ୍ଷା କରିଛନ୍ତି। ଧର୍ମନଗର ସ୍ଥିତ ବିିଧାୟକ ଓ ଏମପି କାର୍ଯ୍ୟଳୟ ପରିସରରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଇଏମସି

ଏକେପି ଫାଇଲ ଇନଷ୍ଟାଲ କରି ଡାକ୍ତର ହରାଇଲେ ୨.୨୨ ଲକ୍ଷ

ବ୍ରହ୍ମପୁର,୨୦l୧ (ପରାମର୍ଶ ନ୍ଯୁଜ)-ଏକ ଅଜଣା ନମ୍ବର ରୁ ଆସିଥିବା ଏକେପି ଫାଇଲ ଇନଷ୍ଟାଲ କରିବା ବ୍ରହ୍ମପୁରର ଜଣେ ଡାକ୍ତରଙ୍କ ପାଇଁ ମାହାଙ୍ଗା ପଡ଼ିଛି । ମାତ୍ର କେଇ ଘଣ୍ଟା ଭିତରେ ଡାକ୍ତରଙ୍କ କ୍ରେଡିଟ କାର୍ଡ ରୁ ୨ ଲକ୍ଷ ୨୨ ହଜାର ଗାଏବ ହୋଇଯାଇଛି। ଏନେଇ ସେ ସାଇବର ଥାନାରେ ଅଭିଯୋଗ

ଦଳିତଙ୍କ ଜମି ହଡପ ଘଟଣା, ଥାନାରେ ଅଭିଯୋଗ

ବ୍ରହ୍ମପୁର,୨୦।୧ (ପରାମର୍ଶ ନ୍ଯୁଜ)-ନିମଖଣ୍ଡି ଥାନା ଅନ୍ତର୍ଗତ ଲୋଚାପଡା ଅଞ୍ଚଳର ଜଣେ ଦଳିତ ପରିବାର ର ଜମି ହଡ଼ପ କରି ୧ କୋଟିରୁ ଅଧିକ ଟଙ୍କା ର କାରବାର କରାଯାଇଛି । ଏନେଇ ଅଭିଯୋଗ ପରେ ନିମାଖଣ୍ଡି ଥାନା ପୋଲିସ ଘଟଣାର ଖୋଳ ତାଡ଼ ଆରମ୍ଭ କରିଛି । ଲୋଚାପଡା ଅଞ୍ଚଳର ବିଧବା ଦଳିତ ମହିଳା

ଅନଲାଇନ ଇନଭେଷ୍ଟମେଣ୍ଟ ନାଁରେ ୫ଲକ୍ଷ ଠକେଇ

ବ୍ରହ୍ମପୁର,୨୦/୧ (ପରାମର୍ଶ ନ୍ଯୁଜ)-ସାଇବର ଗ୍ୟାଙ୍ଗ ଅନଲାଇନ ଇନଭେଷ୍ଟମେଣ୍ଟ ନାଁରେ ଜଣେ ଯୁବକଙ୍କ ଏକାଉଣ୍ଟରୁ ୫ଲକ୍ଷ ଟଙ୍କା ଠକି ନେଇଛନ୍ତି। ଏ ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣାରୁ ପ୍ରକାଶ ଯେ, ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀର