[3/2, 6:21 PM] Paramarsha: ଆନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ଆୟୋଜିତ ଏକ ସମାରୋହ ବ୍ରହ୍ମପୁର ମହାନଗରରେ ଥିବା ପ୍ରସିଦ୍ଧ ଗାୟତ୍ରୀ କ୍ଲ୍ଲନିକ ର ବରିଷ୍ଠ
ସ୍ରୀ ଓ ପ୍ରସୂତୀ ବିଶେଷଜ୍ଞା ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ଡାକ୍ତର ପାର୍ଥସାରଥୀ ତ୍ରିପାଠୀଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଛି
ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ଓ ଅବଦାନ ପାଇଁ ନାରୀମାନଙ୍କୁ ସମ୍ମାନିତ କରାଯାଇଛି
ଏହି କାର୍ଯ୍ୟକ୍ରମ ଭାରତୀୟ ସ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ସୋସାଇଟି ( Federation of obstetrics and Gynaecologyical Society of India, FOGSI) ର Food, DRUGS and Medico surgical equipment Committee ଆଯୋଜନ କରାଯାଇଥିଲା ଓ ଏହାର ପରିଚାଳନା ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀ ଓ ଡାକ୍ତର ଆଶା ଜୈନ ପୃଷ୍ଠପୋଷକତାରେ ଅତି ଭବ୍ୟ ସମ୍ବର୍ଦ୍ଧନା ସହ ଏ ଉତ୍ସବ ଅନୁଷ୍ଠିତ ହୋଇଯାଇଛି
ଏଥିରେ ସମର୍ଦ୍ଧିତ ହୋଇଥିବା ରାଜ୍ୟ ଓ ରାଜ୍ୟ ବାହାରର ବିଭିନ୍ନ ବର୍ଗର ମହୀୟସୀ ମହିଳାମାନେ ହେଲେ ଡାକ୍ତର ଇତିଶ୍ରୀ ମିଶ୍ର ସ୍ରୀ ଓ ପ୍ରସୂତୀ ବିଶେଷଜ୍ଞା, ଅଞଳି ଦାଶ ସୁଲେଖିକା ଓ ଓକିଲ, ଡାକ୍ତର ଏ ଭି ଲକ୍ଷ୍ମୀ ରୋଗ ନିରୂପଣ ବିଭାଗ ମୁଖ୍ୟ ଓ ଗବେଷକ ଆନ୍ଧ୍ରପ୍ରଦେଶ, ଅମିତା ପଟ୍ଟନାୟକ ବ୍ରହ୍ମପୁର ଆକାଶବାଣୀର ବରିଷ୍ଠ ଉଦଘୋଷିକା, ଉଷା ମହାପାତ୍ର ଅନ୍ନେଷା କଳାକେନ୍ଦ୍ରର ପ୍ରତିଷ୍ଠାତ୍ରୀ,ସ୍ବପ୍ନା ପାଣିଗ୍ରାହୀ ପେଶାରେ ଶିକ୍ଷୟତ୍ରୀ ଓ ପରିବେଶ ପ୍ରେମୀ ବହୁ ସମ୍ମାନର ଅଧିକାରିଣୀ ଓ ରାଜ୍ୟ ସରକାରଙ୍କ ଦ୍ଵାରା ବହୁବାର ପୁରସ୍କୃତା, ଡାକ୍ତର ରାଜେଶ୍ୱରୀ ସାହୁ ମେଧାବୀ ଓ କର୍ତ୍ତବ୍ୟନିଷ୍ଠ ମହାରାଜ କୃଷ୍ଣ ଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ, ମେଧାବୀ ଛାତ୍ରୀ ଓ ଓଡିଶାର ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଐଶ୍ଵର୍ଯ୍ୟା ପାଣିଗ୍ରାହୀ, ପ୍ରିୟଙ୍କା ପଟ୍ଟନାୟକ ଜଣେ ପେଷାରେ ଇଂଜିନିୟରି ଓ ଆକାଶବାଣୀ ବ୍ରହ୍ମପୁର ଯୁବବାଣୀର ଉଦଘୋଷିକା
[3/2, 6:21 PM] Paramarsha: ସ୍ପନ୍ଦନ ପରିବାର ତରଫରୁ ଡାକ୍ତର ସନ୍ଧ୍ୟା ରାଣୀ ପାଣିଗ୍ରାହୀଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ଆନ୍ତର୍ଜାତୀୟ ନାରୀ ଦିବସ ଅବସରରେ ସମ୍ମାନିତ ଓ ସମ୍ବଦ୍ଧିର୍ତ କରାଯାଇଛି
Comments are closed.