ବୋମା ମାଡ, ଜଣେ ଅଟକ

ବ୍ରହ୍ମପୁର,୧୮।୫(ପରାମର୍ଶ ନ୍ଯୁଜ)-ଶନିବାର ରାତି ବହାଦୁରପେଣ୍ଠ ଗ୍ରାମରେ ୪ଟି ବୋମା ମାଡ଼ ହେବା ସହ ଗାଳି ଗୁଲଜ କରିବା ସହ ହତ୍ୟା ଧମକ ହୋଇଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି l ବହାଦୁରପେଣ୍ଠ ଗ୍ରାମର ଜି ଲୋକେଶ ରେଡି ଓ ବ୍ରହ୍ମପୁରରୁ ଗେଟ ବଜାର ସାହିର ଦିବାକର ଚୌଧୁରୀ ଓ ସାଙ୍ଗ

ଉଚ୍ଚ ରକ୍ତ ଚାପ ଦିବସ ପାଳିତ

ବ୍ରହ୍ମପୁର,୧୭।୫(ପରାମର୍ଶ ନ୍ଯୁଜ)-ସହରର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ଡ଼କ୍ଟରସ ଫୋରମ ତରଫରୁ ଖଲିକୋଟର ସ୍ୱୟଂ ଚଳିତ ବିଶ୍ଵବିଦ୍ୟାଳୟ ଖେଳ ପଡିଆରେ ଅର୍ଜୁନ ହସ କ୍ଲବ ପରିସରରେ ବିଶ୍ୱ ଉଚ୍ଚ ରକ୍ତ ଚାପ ଦିବସ ପରିପ୍ରେକ୍ଷୀରେ ଏକ ଆଲୋଚନା ଚକ୍ର ତଥା ସଚେତନ

ମାର୍କଣ୍ଡି ବେଳାଭୂମିରୁ ଯୁବକଙ୍କ ମୃତ୍ୟୁ ଦେହ ଠାବ

ବ୍ରହ୍ମପୁର,୧୬।୫(ପରାମର୍ଶ ନ୍ଯୁଜ)- ଗୋଳନ୍ଥରା ଥାନା ଅନ୍ତର୍ଗତ ମାର୍କଣ୍ଡି ସମୁଦ୍ର ବେଳାଭୂମି ଜଣେ ଯୁବକଙ୍କ ଗୋଳନ୍ଥରା ଥାନା ପୋଲିସ ଶୁକ୍ରବାର ସନ୍ଧ୍ୟା ରେ ଠାବ କରିଛି l ମୃତ ଯୁବକ ଜଣଙ୍କ ଆନ୍ଧ୍ର ପ୍ରଦେଶ କାବିଟି ଥାନା ଅଧୀନ କପାସ କୁଦି ଗ୍ରାମର ଭି. ଚିନ୍ନା (୩୬) ବୋଲି ସୂଚନା

ଅପରେସନ୍ ସିନ୍ଦୂରର ସଫଳତା ନେଇ ତ୍ରିରଙ୍ଗା ବାଇକ ଶୋଭା ଯାତ୍ରା

ବ୍ରହ୍ମପୁର,୧୫।୫(ପରାମର୍ଶ ନ୍ଯୁଜ)-ଆତଙ୍କବାଦ ବିରୋଧୀ ଅଭିଯାନ 'ଅପରେସନ୍ ସିନ୍ଦୂର'ର ସଫଳତା ପରେ ଗୁରୁବାର ବ୍ରହ୍ମପୁରରେ ,ଭାରତର ବୀର ସୈନିକ ମାନଙ୍କୁ ସେମାନଙ୍କ ସାହାସିକ ପଦକ୍ଷେପ କୁ ସଂମାନ ଜଣାଇ ବ୍ରହ୍ମପୁରଠାରେ ଏକ ବିଶାଳ ତ୍ରିରଙ୍ଗା ବାଇକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ଏହି

ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ

ଵ୍ରହ୍ମପୁର,୧୦।୫(ପରାମର୍ଶ ନ୍ଯୁଜ)-ଓଡିଶା ନାଟ୍ୟ ନିର୍ଦ୍ଦେଶକ ସଂଘ ସହ ବନ୍ଧିତ ଗଂଜାମ ଜିଲ୍ଲା ନାଟ୍ୟ ନିର୍ଦ୍ଦେଶକ ସଂଘର ବୈଠକ ଶନିବାର ବ୍ରହ୍ମପୁର ଇଂଜିନିୟରିଂ ସ୍କୁଲ ଛକ ନିକଟସ୍ଥ ରାଜସ୍ୱ ଡାକ ବଙ୍ଗଳା ସମ୍ମିଳନୀ କକ୍ଷରେ ସଂଘ ସଭାପତି ରାଜଗୋପାଳ ପାଢ଼ୀଙ୍କ ସଭାପତିତ୍ତ୍ୱରେ ଅନୁଷ୍ଠିତ

ଘରେ ପଶି ନାବାଳିକାଙ୍କୁ ହତ୍ୟା

ବ୍ରହ୍ମପୁର,୧।୫(ପରାମର୍ଶ ନ୍ଯୁଜ)-ଗୋପାଳପୁର ଥାନା ଅନ୍ତର୍ଗତ କରାପଲୀ ଗ୍ରାମରେ ଜଣେ ଯୁବକ ନାବାଳିକାଙ୍କୁ ଘରେ ପଶି ବ୍ଲେଡ୍‌ ଓ ଶାବଳରେ ନିର୍ମମ ଭାବେ ହତ୍ୟା କରିଥିବା ନେଇ ଗୋପାଳପୁର ଥାନାରେ ଅଭିଯୋଗ ହୋଇଛି। ଏହି ଥାନା ଅଧିନସ୍ଥ ଅନ୍ତରବାଟିଆ ଗ୍ରାମର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଯୁବକ

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ୱ ଶ୍ରମିକ ଦିବସ ପାଳିତ

ବ୍ରହ୍ମପୁର,୧।୫(ପରାମର୍ଶ ନ୍ଯୁଜ)-ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଜିଲ୍ଲା ଓ ଦୌରା ଜର୍ଜ ଶ୍ରୀମତୀ ରୂପଶ୍ରୀ ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ସଚିବ ଶ୍ରୀମତୀ ଦେବଶ୍ରୀ ସାହୁଙ୍କ ପରିଚାଳନା ରେ ବ୍ରହ୍ମପୁର, ଗୋସାଇଁ ନୂଆଗାଁ ସ୍ଥିତ

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଶ୍ରମିକ ଦିବସ ପାଳନ

ବ୍ରହ୍ମପୁର,୧।୫(ପରାମର୍ଶ ନ୍ଯୁଜ)-ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ରେ ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ଶ୍ରମିକ ଦିବସ ପାଳନ କରାଯାଇଛି । ଶ୍ରମିକ ନେତା ତଥା ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ଗଞ୍ଜାମ ଜିଲ୍ଲା ଯୁବ ଶାଖା ସଭାପତି ଚିନ୍ମୟ କୁମାର ହୋତାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ

ଗୋପାଳପୁର କଂଗ୍ରେସ ପକ୍ଷରୁ ଅକ୍ଷିମୁଠି ପୂଜା

ବ୍ରହ୍ମପୁର,୩୦/୪/୨୫(ପରାମର୍ଶ ନ୍ଯୁଜ)-ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ନିକଟ ମୁଖ୍ୟ ରାସ୍ତାରେ ଥିବା ଫସଲ ଜମିରେ ଆଜି ଅକ୍ଷି ତୃତୀୟା ଅବସରରେ କଂଗ୍ରେସ ପକ୍ଷରୁ ଆଜି ଗୋପାଳପୁର କଂଗ୍ରେସ ବିଧ୍ୟାୟକ ପାର୍ଥୀ ତଥା ଗଞ୍ଜାମ ଜିଲ୍ଲା କିସାନ କଂଗେସ ସଭାପତି ଶ୍ୟାମ ସୁନ୍ଦର ସାହୁଙ୍କ ଅଧକ୍ଷତାରେ

ଜାତୀୟ ଟୀକାକରଣ ସପ୍ତାହ ପାଳିତ

ବ୍ରହ୍ମପୁର,୨୮।୪(ପରାମର୍ଶ ନ୍ଯୁଜ)-ଜାତୀୟ ଟୀକାକରଣ ସପ୍ତାହ ଅପ୍ରେଲ ମାସ ୨୪ ତାରିଖରୁ ୩୦ ତାରିଖ ଯାଏଁ ଦେଶରେ ବ୍ୟାପକ ଭାବରେ ସବୁବର୍ଷ ପାଳନ କରାଯାଏ । ଏହାର ଉଦ୍ଦେଶ୍ୟ ସଭିଙ୍କୁ ଟୀକାକରଣ ସ୍ରୋତରେ ସାମିଲ କରିବା ନିଜକୁ ପରିବାର ସମାଜ ଓ ଦେଶକୁ ବିଶ୍ବରେ ଏକ ସ୍ବତନ୍ତ୍ର ସୁସ୍ଥ ଓ