ଆଞ୍ଚଳିକ ପାଞ୍ଚ ଜୁଆଡ଼ି ଗିରଫ By Paramarsh News Last updated Oct 9, 2020 36 Share FacebookTwitterReddItWhatsAppEmail ବ୍ରହ୍ମପୁର,୯/୧୦(ପରାମର୍ଶ ନ୍ୟୁଜ୍): ଆସିକା ବ୍ଲକ ଅନ୍ତର୍ଗତ ଗାଙ୍ଗପୁର ଥାନା ପାଳକଷଣ୍ଢପୁର ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ପୁଲିସ୍ ଚଢଉ କରି ପାଞ୍ଚ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ନଗଦ ୯ ହଜାର ୮୦୦ ଟଙ୍କା ଜବତ କରିଥିବା ଜଣାପଡ଼ିଛି । 36 Share FacebookTwitterReddItWhatsAppEmail
Comments are closed.