ଅଜଣା ଗାଡ଼ି ଧକ୍କାରେ ମା ଓ ପୁଅ ମୃତ

21


ବ୍ରହ୍ମପୁର,୮/୧୦(ପରାମର୍ଶ ନ୍ୟୁଜ୍‌): ହଳଦିଆପଦର ସ୍ଥିତ ଜାତୀୟ ରାଜପଥଠାରେ ଅଜଣା ଗାଡ଼ି ଧକ୍କାରେ ଗୋଳନ୍ଥରା ଥାନା ଅନ୍ତର୍ଗତ ସିଙ୍ଗାବାଡ଼ି ଗ୍ରାମର ସୁନୀଲ ସାହୁ(୨୩) ଓ ତାଙ୍କ ମା ଗୀତାଞ୍ଜଳି ସାହୁ(୪୬) ମୃତ୍ୟୁବରଣ କରିଛନ୍ତି ।

Comments are closed.