ମହାନଗରରେ ୯ କରୋନା ଆକ୍ରାନ୍ତ, ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ମହିଳା

19


ବ୍ରହ୍ମପୁର,୮/୧୦(ପରାମର୍ଶ ନ୍ୟୁଜ୍‌): ମହାନଗରରେ ଆଜି ନଅ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ମହିଳା ରହିଥିବା ବେଳେ ୭ ଜଣ ପୁରୁଷ ରହିଛନ୍ତି । ସହରର ଆମ୍ବପୁଆ, ବାସୁଦେବ ନଗର, ଫାଷ୍ଟ ଗେଟ୍‌, ଗଜପତି ନଗର, ଗେଟ୍ ବଜାର, ଗୋଦାବରିଶ ନଗର, ହରିହର ନଗର, ମୀନାକ୍ଷୀ ନଗର ଓ ପୁରୁଣା ବ୍ରହ୍ମପୁର ଆଦି ଅଞ୍ଚଳରୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି ।

Comments are closed.